କଳ୍ପାନ୍ତର Kaḻpāntara

  • ସଂ. ବି (କର୍ମଧା; ଅନ୍ଯ+କଳ୍ପ) — ଅନ୍ଯ କଳ୍ପ — Another Kaḻpa or age of the earth's existence
  • ସଂ. ବି (କର୍ମଧା; ଅନ୍ଯ+କଳ୍ପ) — ଅନ୍ଯ ବିଧି — Another or an alternative precept