କଳେଇ Kaḻei

  • ଦେ. ବି — କଳାଇ (ଦେଖ) — Kaḻāi (See)
  • ଦେ. ବି — ଖଳା ଅଗଣାରେ କଳେଇ ଗଦାର ଆମୋଦ ସଙ୍ଗତେ ମିଶି। ରାଧାନାଥ, ପାର୍ବତୀ।
  • ଦେ. ବିଣ. ସ୍ତ୍ରୀ — କଳହପ୍ରିୟା (ସ୍ତ୍ରୀ) — Quarrelsome (women)
  • ପ୍ରାଦେ. (ଗଡ଼ଜାତ) ବି — ଝଡ଼ିପୋକ — Ants with their wings developed in the rainy season