କଳୁଷିତ Kaḻushita
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ମଳିନ; ମଇଳା — Durty; foul
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ମଇଳା ହୋଇଥିବା — Befouled
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ପଙ୍କିଳ — Muddy
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ଗୋଳିଆ — Turbid
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ଅପବିତ୍ର — Impure
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ଆରକ୍ତ; କଷାୟିତ — Discoloured; reddened
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ଅପବିତ୍ରୀକୃତ — Defiled; tainted
- ସଂ. ବିଣ. (କଳୁଷ+ସଂଜାତ ଅର୍ଥେ ଇତ) — ପାପଗ୍ରସ୍ତ — Beset with sin