କଳୁଷନାଶନ Kaḻushanāṡana

  • ସଂ. ବିଣ. ଫୁ (କଳୁଷ+ନାଶି ଧାତୁ =ବିନାଶ କରିବା +କର୍ତ୍ତୃ. ଅନ) — ପାପନାଶକ (ପରମେଶ୍ୱର) — One who makes sins vanish; eradicating sins
  • ସଂ. ବି. ଫୁ — ପରମେଶ୍ୱର — An epithet of God