କଳେଇଚୁଣୀ Kaḻeichuṇī

  • ଦେ. ବିଣ. ସ୍ତ୍ରୀ. (ଗାଳିରେ ବ୍ଯବହୃତ) — କଳିହୁଡ଼ୀ (ସ୍ତ୍ରୀ) — Quarrelsome (woman)
  • ପ୍ରାଦେ. (ଗଡ଼ଜାତ) ବିଣ. ସ୍ତ୍ରୀ — ବିଟପୀ (ସ୍ତ୍ରୀ) — Adulteress; unchaste