କଳୁଆ Kaḻuā

  • ଦେ. ବିଣ (ସଂ. କଳାବାନ୍) କୌଶଳୀ; ଦାଉଁପେଁଚ— ବାଲା — Artful; tactful
  • ଦେ. ବିଣ (ସଂ. କଳାବାନ୍) ଯନ୍ତ୍ରଚାଳନାରେ ଦକ୍ଷ — Mechanic; skilled in controlling machinery
  • ଦେ. ବିଣ (ସଂ. କଳାବାନ୍) ଯେ ସୁବିଧା ଦେଖି କାମ କରେ — Opportunist