କଳି Kaḻi

  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — କଳିଯୁଗ; କଳିକାଳ; ହିନ୍ଦୁ ପୁରାଣ ମତରେ ସୃଷ୍ଟିର 4 ର୍ଥ ଯୁଗ (ଯୁଗ ଦେଖ) — କଳିଯୁଗ; କଳିକାଳ; ହିନ୍ଦୁ ପୁରାଣ ମତରେ ସୃଷ୍ଟିର4ର୍ଥ ଯୁଗ (ଯୁଗ ଦେଖ)—. The 4th age of the world according to the Hindu mythology; the present age of vice (see J̄uga)
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — କଳିକାଳ ଭିଆଇଲେ ତହିଁର ପାଲଟ। ସାରଳା, ମହାଭାରତ, ଉଦ୍ଯୋଗ।
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — ଦ୍ୱେଷ; ଶତ୍ରୁତା; ଅଦାଉତି — Enmity; grudge
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — କଳହ — Quarrel
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — ଯୁଦ୍ଧ — Fight; strife
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — ଶୂର — Warrior; a hero
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — ପୁଷ୍ପକୋରକ; କଳିକା; କଢ଼; କଢ଼ି — An unblown flower; a bud
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — ମଞ୍ଜରୀ; ଗଜା; ନବପଲ୍ଲବିତ କୋମଳ ପତ୍ର — Tender shoots; new tender leaves
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — ବାହାଡ଼ା (ଗଛ ଓ କୋଳି) — Belleric myrobalan (tree and berry)
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — ଦେବତାରୂପେ କଳ୍ପିତ କଳହାଦି — Strife; discord; quarrel and contention personified
  • ସଂ. ବି. (କଳ ଧାତୁ=ଗମନ କରିବା=କର୍ତ୍ତୃ. ଇ) — [ଦ୍ର—ଭବିଷ୍ୟ ପୁରାଣମତରେ ଏହାଙ୍କର ପିତା 'କ୍ରୋଧ', ମାତା 'ହିଂସା', ଭଗ୍ନୀ 'ଦୁରୁକ୍ତି', ପୁତ୍ରଦ୍ୱୟ 'ଭୟ' ଓ 'ମୃତ୍ୟୁ'।]
  • ଦେ. ବି — ଗଳା; ଗଳଦେଶ — Neck