କଳାଳାପ Kaḻāḻāpa

  • ସଂ. ବି — (କର୍ମଧା; କଳା+ଆଳାପ) ମଧୁରାଳାପ — Sweet words
  • ସଂ. ବି — ମଧୁର ଅବ୍ୟକ୍ତ ଧ୍ୱନି — Sweet inarticulate sound
  • ସଂ. ବି — (ବହୁବ୍ରୀହି) ଭ୍ରମର — The large black bee; the droning bee