କଳିଆ Kaḻiā

  • ଦେ. ବିଣ. ପୁଂ. (ସଂ. କଳି) — କଳିହା; କଳିହୁଡ଼ି; କଳହପ୍ରିୟ — Quarrelsome
  • ଦେ. ବିଣ. ପୁଂ. (ସଂ. କଳି) — ଯମ ଦୂତେ ଗୋଟି ଗୋଟି ନିପଟ କଳିଆ। ଭିକାରି, ଗୀତଲହରୀ।