କଳାଜାଇ Kaḻājāi

  • ଦେ. ବି. (ସଂ. ନାମ ତିଳକାଳକ) — କୌଣସି କୌଣସି ମନୁଷ୍ୟଙ୍କ ଶରୀରରେ ଜନ୍ମକାଳରୁ ଦେଖାଯିବା କୃର୍ଣ୍ଣବର୍ଣ୍ଣ ତିଳାକୃତି ଦାଗ — Black mole appearing on certain parts of the body of some people; mother's mark; black stigma