କଳାଝୁଣା Kaḻā jhuṇā
- ଦେ. ବି — ଏକ ପ୍ରକାର ବନ୍ୟ ବୃକ୍ଷ — A wild tree; Shorea Tumbaggaia. (Kirtikar)
- ଦେ. ବି — [ଦ୍ର—ପଶ୍ଚିମଭାରତ ଓ ମହୀଶୂରରେ ଏହା ପ୍ରଚୁର ଜନ୍ମେ। ଏହାର କ୍ଷୀରରୁ ଅଠା ହୁଏ; କାଠ ସରଳ ଓ ସାଉଁଳିଆ ଏବଂ ଶାଳୁଆ କାଠଠାରୁ ଶକ୍ତ। ଏହାର ପତ୍ର ଅଣ୍ତାକାର। ଏହାର ଅଠା କେତେକ ରୋଗରେ ମଲମ ରୂପେ ବ୍ଯବହୃତ ହୁଏ।]