କଳାତୁଳସୀ Kaḻātuḻasī

  • ଦେ. ବି (ସଂ. କାଳ+ତୁଳସୀ) — କୃଷ୍ଣଦଳବିଶିଷ୍ଟ ତୁଳସୀ ବୃକ୍ଷ ଓ ତାହାର ଦଳ ବା ପତ୍ର (ତୁଳସୀ ଦେଖ) — Holy Basil with black leaves; Ocymum Sanctum
  • ଦେ. ବି (ସଂ. କାଳ+ତୁଳସୀ) — [ଦ୍ର—ଏ ଗୁଳ୍ମକୁ ହିନ୍ଦୁମାନେ ବଗିଚାରେ ଓ ତୁଳସୀଚଉରାରେ ଲଗାନ୍ତି। ଏଥିର ପତ୍ରରେ ବିଷ୍ଣୁଙ୍କର ପୂଜା ହୁଏ। ଏହାର ଫୁଲ ଆରକ୍ତ, ଡାଙ୍ଗ କୃଷ୍ଣରକ୍ତ ଓ ପତ୍ର ସୁଗନ୍ଧ। ଏଥିର ଫୁଲମାନ ଗୋଟିଏ ଡାଙ୍ଗରେ ଲାଗିଥାଏ, ଫୁଲଲଗା ବୃନ୍ତକୁ ଜଟା କହନ୍ତି। ଏଥିର ପତ୍ର ମଧ୍ୟ ଔଷଧରେ ଲାଗେ। ଧଳା ତୁଳସୀର ପତ୍ର, ଡାଙ୍ଗ ଓ ଫୁଲ ସାଗୁଆବର୍ଣ୍ଣ।]