କଳାଚାନ୍ଦ Kaḻāchānda

  • ଦେ. ବି. (ସଂ. କାଳ+ଚନ୍ଦ୍ରମା; ଚନ୍ଦ୍ରପରି ଆହ୍ଲାଦକ ଓ କୃଷ୍ଣବର୍ଣ୍ଣ) — ଶ୍ରୀକୃଷ୍ଣଙ୍କ ନାମ — A name of Ṡrīkṛushṇa
  • ଦେ. ବି. (ସଂ. କାଳ+ଚନ୍ଦ୍ରମା; ଚନ୍ଦ୍ରପରି ଆହ୍ଲାଦକ ଓ କୃଷ୍ଣବର୍ଣ୍ଣ) — କେଡ଼େ କଉତିକୀ କଳାଚାନ୍ଦ ଲୋ। କବିସୂର୍ଯ୍ୟ, ସଙ୍ଗୀତ।