କଲିକତି Kalikati

  • ଦେ. ବିଣ — କଲିକତାସମ୍ବନ୍ଧୀୟ — Relating to Calcutta
  • ଦେ. ବିଣ — କଲିକତାରୁ ଆନୀତ — Brought from Calcutta
  • ଦେ. ବିଣ — କଲିକତାରେ ନିର୍ମିତ — Made in Calcutta