କଲିଚୂନ Kalichūna

  • ଦେ. ବି — ସିପ ପୋଡ଼ା ହୋଇ ତହିଁରୁ ଉତ୍ପନ୍ନ ଏକପ୍ରକାର ଖୁବ୍ ଧଳା ଚୂନ — Slaked lime; Shell-lime; fine white lime
  • ଦେ. ବି — (ଏହା ଘରର କାନ୍ଥ ସଫେଦି କରିବାରେ ଲାଗେ)