କଲିଆ ଟର୍ଟର୍ Kaliā ṭarṭar

  • ପ୍ରାଦେ. (ସମ୍ବଲପୁର) — ତ୍ରିପଣ୍ଡ କଳା; ଘୋର କୃଷ୍ଣବର୍ଣ୍ଣବିଶିଷ୍ଟ; କଳା— କଟ କଟ — Very black
  • ପ୍ରାଦେ. (ସମ୍ବଲପୁର) — ଦିଶୁ ଥାଇସି କଲିଆ ଟର୍ଟର୍, ପିନ୍ଧି ଥାଇସି ହଳଦିଆ ଗରଗର—ଗୀତା।