କଲିକତିଆ Kalikatiā

  • ଦେ. ବିଣ — କଲିକତି (ଦେଖ) — Kalikati (See)
  • ଦେ. ବିଣ — କଲିକତାବାସୀ — Inhabiting Calcutta
  • ଦେ. ବିଣ — କଲିକତାକୁ ଆଗତ (ବ୍ଯକ୍ତି) — Hailing from Calcutta
  • ଦେ. ବିଣ — କଲିକତାରୁ ଯାତାୟାତ କରୁଥିବା (ବ୍ଯକ୍ତି) — Frequently visiting Calcutta