କଲିକା Kalikā

  • ଦେ. ବି. (ବଙ୍ଗଳା ଭାଷାରୁ ଅନୁକୃତ) — ହୁକା ଉପରେ ଗୁଡ଼ାଖୁ ରହିବା ଆଧାର; ହୁକାର ଚିଲମ; ଗୁଡ଼ାଖୁଚିଲମ — The funnel or cup of a hubble-bubble which holds the tobacco-mixture while being smoked
  • ଦେ. ବି. (ବଙ୍ଗଳା ଭାଷାରୁ ଅନୁକୃତ) — [ଦ୍ର—ବଙ୍ଗଳାରେ କନିଅର ଫୁଲକୁ କଲିକାଫୁଲ ବୋଲା ଯାଏ। ଚିଲମର ଆକୃତି କନିଅର ଫୁଲପରି ଥିବାରୁ ଚିଲମକୁ ବଙ୍ଗଳାରେ 'କଲିକା' ବୋଲାଯାଏ। ହୁକାଦ୍ୱାରା ଗୁଡ଼ାଖୁ ବ୍ଯବହାର ବଙ୍ଗଦେଶରୁ ଆସିବା ସଙ୍ଗେ ସଙ୍ଗେ ଚିଲମର ଏହି ନାମଟି ମଧ୍ୟ ବଙ୍ଗଳାକୁ ଆସିଅଛି।]