କଲମା Kalamā

  • ବୈଦେ. (ଆରବୀ) ବି — କଲ୍ମା (ଦେଖ) — Kalmā (See)
  • ଦେ. ବି (ସଂ. କଲମ; ଏହା କଲମ ପରି ସରୁ ଥିବାରୁ) — କଲୀ ବା ଅଗକୁ ବଙ୍କା କରି ଦୁଇ କାନର ପାଖ ଗାଲରେ ସଜ୍ଜିତ ସ୍ତ୍ରୀମାନଙ୍କ ଚୂର୍ଣ୍ଣକୁନ୍ତଳ — Rings of hair done into curves by ladies on the cheeks by the side of the ears
  • ଦେ. ବି (ସଂ. କଲମ; ଏହା କଲମ ପରି ସରୁ ଥିବାରୁ) — ଗଣ୍ଡଯୁଗ ଚୁମ୍ବି ଭଲା ମାନିଲା ସେ କଲମା ଯୁଗଳୀ ଶିରୀ। କବିସୂର୍ଯ୍ୟ, ଚନ୍ଦ୍ରକଳା।
  • ଦେ. ବିଣ — କଲୀ ବା ଅଗକୁ ବଙ୍କା କରି ସଜା ଯାଇଥିବା (କାନ ପାଖର ଚୂର୍ଣ୍ଣକୁନ୍ତଳ) — (hair) Arranged like a hook below the temples
  • ଦେ. ବିଣ — ଚାହିଁ ଆଦରଣେ ଶ୍ରୁତି ପାଶୀ ପାଶେ କଲମା କୁନ୍ତଳ ବୁଲାଇ। କବିସୂର୍ଯ୍ୟ, ଚନ୍ଦ୍ରକଳା।
  • ଦେ. ବିଣ — କଲମ କରାଯାଇଥିବା (ଗଛ) — (tree) Grafted; produced by the process of grafting