କଲମି ଆମ୍ବ Kalami āmba

  • ଦେ. ବି. (ଆ. କଲ୍ମୀ+ସଂ. ଆମ୍ର) — କଲମ କରାଯାଇଥିବା ଆମ୍ବଗଛ — Mango graft
  • ଦେ. ବି. (ଆ. କଲ୍ମୀ+ସଂ. ଆମ୍ର) — କଲମି ଗଛରେ ଫଳିବା ଆମ୍ବ — Mango fruit from grafted tree