କଲମବନ୍ଦ୍ Kalamaband
- ବୈଦେ. (ଫା) ବି (କଚିରିଆ ଭାଷା) — କୈଣସି ମୌଖିକ ବିଷୟକୁ ଲେଖି ପକାଇବା; ଲିପିବଦ୍ଧ କରିବା — Reducing an oral statement into writing
- ବୈଦେ. (ଫା) ବି (କଚିରିଆ ଭାଷା) — ମୁନସୀ ଚକ୍ରଧର ଦାସ ବନ୍ଦା ଡାହାଣ ପାଖରେ ବସି ରୋଜନା ଡାଇରୀ କଲମବନ୍ଦ କରୁଥିବା ହାଲତ—ଫକୀରମୋହନ. ଛମାଣଆଠଗୁଣ୍ଠ।
- ବିଣ. — (ମୌଖିକ୍ କଥା) ଲେଖା ହେବା; ଲିପିବଦ୍ଧ — (oral statement) Reduced to writing