କଲମି ସୋରା Kalami sorā

  • ବୈଦେ. ବି. (ଆ. କଲ୍ମୀ+ଫା. ଶୋରା) — ଦାନାଯୁକ୍ତ ଲବଣ ଜାତୀୟ ପଟାସିଅମ୍ — Name of a crystallised salt; Potassium Iodide
  • ବୈଦେ. ବି. (ଆ. କଲ୍ମୀ+ଫା. ଶୋରା) — ପରିଷ୍କୃତ ଦାନା ବାନ୍ଧଥିବା ଯବଖାର — Crystallised Nitre or Saltpetre