କଲମା ପଢ଼ିବା Kalmā paṟḍ̠ẖibā
- ଦେ. କ୍ରି — ମୁସଲମାନ୍ମାନେ ପୂଜା ବା ଫାତିଆ କରିବା ସମୟରେ କୋରାନ୍ର କଲମା ଅଂଶକୁ ମୁହଁରେ ବୋଲି ଉପସନା କରିବା — (a. Muslim) To recite the Kalmā portion of the Koran while worshipping
- ଦେ. କ୍ରି — ଅନ୍ୟଜାତୀୟ ବ୍ଯକ୍ତି ମୁସଲମାନ୍ ଧର୍ମରେ ଦୀକ୍ଷିତ ହେବା — (a non-Muslim) To be converted to Mahomesanism