କର୍ମଶୀଳ Karmaṡīḻa

  • ସଂ. ବିଣ. ପୁଂ. (ବହୁବ୍ରୀହି; କର୍ମନ୍+ଶୀଳ=ସ୍ୱଭାବ) — ପରିଶ୍ରମୀ; ଯତ୍ନଶୀଳ; କର୍ମ କରିବାର ଅଭ୍ୟସ୍ତ — Laborious; assiduous; diligent