କର୍ମଶୂର Karmaṡūra

  • ସଂ. ବିଣ. ପୁଂ. ( 7 ମୀ ତତ୍; କର୍ମନ୍+ଶୂର=ବୀର) — କମଠ; କାର୍ଯ୍ୟଦକ୍ଷ — Performing work assiduously or carefully
  • ସଂ. ବିଣ. ପୁଂ. ( 7 ମୀ ତତ୍; କର୍ମନ୍+ଶୂର=ବୀର) — ପୁରାତନ କର୍ମୀ — Veteran in work