କର୍ମସଚିବ Karmasachiba
- ସଂ. ବି. ( 7 ମୀ ତତ୍; କର୍ମନ୍+ସଚିବ) — କର୍ମନିର୍ବାହ ବିଷୟରେ ସହାୟକ ବା ମନ୍ତ୍ରୀ — A minister
- ସଂ. ବି. ( 7 ମୀ ତତ୍; କର୍ମନ୍+ସଚିବ) — ସହକାରୀ — An assistant
- ସଂ. ବି. ( 7 ମୀ ତତ୍; କର୍ମନ୍+ସଚିବ) — ରାଜକାର୍ଯ୍ୟ ଓ ଶାସନ କାର୍ଯ୍ୟର ଭାରପ୍ରାପ୍ତ କର୍ମଚାରୀ — Executive officer
- ସଂ. ବି. ( 7 ମୀ ତତ୍; କର୍ମନ୍+ସଚିବ) — ରାଜ୍ୟର ଶାସନବିଭାଗର ମନ୍ତ୍ରୀ — Secretary of state