କର୍ମଶୌଚ Karmaṡa̲u̲cha

  • ସଂ. ବି. ( 7 ମୀ ତତ୍; କର୍ମନ୍+ଶୌଚ) — ଅଧ୍ୟବସାୟ — Perseverance
  • ସଂ. ବି. ( 7 ମୀ ତତ୍; କର୍ମନ୍+ଶୌଚ) — କର୍ମରେ ନିର୍ଦ୍ଦୋଷତା — Flawlessness in a work