କର୍ମବଶ Karmabaṡa

  • ଦେ. ବି. ( 6 ଷ୍ଠୀ ତତ୍; କର୍ମ+ବଶ) — କର୍ମାନୁରୋଧ — Exigency of work
  • ଦେ. ବିଣ. ପୁଂ — କର୍ମର ଅଧୀନ; ଭାଗ୍ୟ ଅନୁସାରେ ଯାହାକୁ ଚଳିବାକୁ ହୁଏ — (a person) Dependent on fate