କର୍ମବନ୍ଧ Karmabandha
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+ବନ୍ଧ) — ସାଂସାରିକ କ୍ରିୟାରୂପ ପାଶଦ୍ୱାରା ଆତ୍ମାର ବନ୍ଧନ — Bondage of worldly action; worldly tie or attachment; confinement of the soul in worldly ties
- ସଂ. ବି. ( 6 ଷ୍ଠୀ ତତ୍; କର୍ମ+ବନ୍ଧ) — କଟାକ୍ଷ ମାତ୍ରକେ ଗୋବିନ୍ଦ ନାଶେ ଅଶେଷ କର୍ମବନ୍ଧ— ଭୂପତି, ପ୍ରେମପଞ୍ଚାମୃତ।
- ଦେ. ବି — କର୍ମର ଅନୁରୋଧ ବା ନିର୍ବନ୍ଧ — Pressure of work; exigency of work