କର୍ମବନ୍ତ Karmabanta

  • ଗ୍ରା. ବିଣ. (ସଂ. କର୍ମନ୍+ ବତ୍ ପ୍ରତ୍ୟୟ) — ଭାଗ୍ୟବାନ୍ — Fortunate; lucky
  • ଗ୍ରା. ବିଣ. (ସଂ. କର୍ମନ୍+ ବତ୍ ପ୍ରତ୍ୟୟ) — ଦୁହେଁ ଭାବନ୍ତି ସେ କର୍ମବନ୍ତ ମଧ୍ୟେ ସାର—ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।