କର୍ମବାମ Karmabāma

  • ଦେ. ବି. (ସଂ. କର୍ମନ୍+ବାମ) — ମନ୍ଦଭାଗ୍ୟ; ଦୁର୍ଭାଗ୍ୟ — Misfortune; bad luck
  • ଦେ. ବି. (ସଂ. କର୍ମନ୍+ବାମ) — କର୍ମବାମବେଳକୁ ବିଧାତାଅବଳକୁ ବିଷ ଉପୁଜେ ସୁଧାବୃକ୍ଷ। ଦୀନକୃଷ୍ଣ, ରସକଲ୍ଲୋଳ।