କର୍ମନ୍ଦୀ Karmandī

  • ସଂ. ବି. ପୁଂ. (କର୍ମନ୍+ଅନ୍ଦ ଧାତୁ=ବନ୍ଧନ କରିବା+ କର୍ତ୍ତୃ. ଇନ୍; 1 ମା. 1 ବ) — ଭିକ୍ଷୁକ; ଭିକ୍ଷୁ — A mendicant; anchorite
  • ସଂ. ବି. ପୁଂ. (କର୍ମନ୍+ଅନ୍ଦ ଧାତୁ=ବନ୍ଧନ କରିବା+ କର୍ତ୍ତୃ. ଇନ୍; 1 ମା. 1 ବ) — ଭିକ୍ଷୁବ୍ରତଧାରୀ ଚତୁର୍ଥାଶ୍ରମୀ ବ୍ଯକ୍ତି — A person who has adopted the fourth stage of the life of a Hindu; an ascetic; an itinerant ascetic