କର୍ମଜ Karmaja
- ସଂ. ବିଣ. (କର୍ମନ୍+ ଜନ ଧାତୁ+କର୍ତ୍ତୃ. ଅ) — କର୍ମରୁ ଜାତ; କର୍ମଜନିତ — Resulting from or caused by one's acts or action
- ସଂ. ବିଣ. (କର୍ମନ୍+ ଜନ ଧାତୁ+କର୍ତ୍ତୃ. ଅ) — ଭାଗ୍ୟଜନିତ — Due to one's luck
- ସଂ. ବି — କଳିଯୁଗ — The age of Kaḻi
- ସଂ. ବି — ବରଗଛ — The Banian tree