କର୍ମଙ୍ଗା Karmaṇgā

  • ଗ୍ରା. (ପଦ୍ଯ) ବି. (ସଂ.କର୍ମରଙ୍ଗ) — କରମଙ୍ଗା (ଦେଖ) — Karamaṇgā (See)
  • ଗ୍ରା. (ପଦ୍ଯ) ବି. (ସଂ.କର୍ମରଙ୍ଗ) — ଟଭା ଲେମ୍ବାଉ କର୍ମଙ୍ଗା କାନ୍ଧିଆ। ପ୍ରାଚୀ, ପ୍ରତାପ, ଶଶିସେଣା।