କର୍ମଚାରୀ Karmachārī

  • ସଂ. ବି. ପୁଂ. (କର୍ମନ୍+ଚର ଧାତୁ+କର୍ତ୍ତୃ. ଇନ; 1 ମା. 1 ବ.) — ବେତନ ଗ୍ରହଣ ପୂର୍ବକ ଯେ ଅନ୍ୟର କାର୍ଯ୍ୟ କରେ — Salaried Servant
  • ସଂ. ବି. ପୁଂ. (କର୍ମନ୍+ଚର ଧାତୁ+କର୍ତ୍ତୃ. ଇନ; 1 ମା. 1 ବ.) — କାର୍ଯ୍ୟର ଭାରପ୍ରାପ୍ତ ବ୍ଯକ୍ତି — Officer; Official
  • ସଂ. ବି. ପୁଂ. (କର୍ମନ୍+ଚର ଧାତୁ+କର୍ତ୍ତୃ. ଇନ; 1 ମା. 1 ବ.) — ଗୁମାସ୍ତା; କାର୍ପର୍ଦାଜ — An agent