କର୍ମଜ୍ଞ Karmajn̄a

  • ସଂ. ବିଣ. ପୁଂ. (କର୍ମନ୍+ଜ୍ଞା ଧାତୁ+କର୍ତ୍ତୃ. ଅ) — ଧର୍ମକର୍ମ ବା କର୍ମକାଣ୍ଡ ବିଷୟରେ ଅଭିଜ୍ଞ — Acquainted with or versed in religious rites