କର୍ମକ୍ଷେତ୍ର Karmakshetra

  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+କ୍ଷେତ୍ର) — କାର୍ଯ୍ୟ କରିବାର ସ୍ଥାନ; ଯେଉଁ ଠାରେ ମନୁଷ୍ୟ ନିଜର କର୍ମ କରେ — One's sphere of action; field of action; place of labour
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+କ୍ଷେତ୍ର) — ଭାରତବର୍ଷର ନାମ — The land of religious acts; India
  • ସଂ. ବି. ( 6 ଷ୍ଠୀ ତତ୍; କର୍ମ+କ୍ଷେତ୍ର) — [ଦ୍ର—ଏଠାରେ ମନୁଷ୍ୟ ଯେଉଁ ଉଦ୍ଦେଶ୍ୟରେ କର୍ମ କରେ ତହିଁରେ ସିଦ୍ଧି ଲାଭ କରିବାକୁ ସମର୍ଥ ହୁଏ ବୋଲି ଶାସ୍ତ୍ରବଚନ ଥିବାରୁ ଏହି ନାମ।]