କରେଇବା Kareibā

  • ଦେ. କ୍ରି (କୃ ଧାତୁର ଣିଜନ୍ତ ରୂପ 'କରାଇବା'ର କଥିତ ଆକାର; ତୁଳନାକର ଭଙ୍ଗାଇବା, ଭଙ୍ଗେଇବା; ମରାଇବା, ମରେଇବା) — କରାଇବା (ଦେଖ) — To cause to be done
  • ଗ୍ରା. (ଇତର) କ୍ରି — କଡ଼େଇବା; କଡ଼ବାଗରେ ଗତି କରିବା — To move sidewise; to make a sidelong; motion