କରୁଣାନିଧି Karuṇānidhi

  • ସଂ. ବି. ଓ ବିଣ. ( 6 ଷ୍ଠୀ ତତ୍; କରୁଣା+ ନିଧି= ସ୍ଥାନ, ଭଣ୍ଡାର) — କରୁଣାନିଦାନ (ଦେଖ) — Karuṇānidāna (See)
  • ଦେ. ବି. ପୁଂ — ପୁରୁଷଙ୍କ ନାମ — Name given to males