କରେଇ ହେବା Karei hebā

  • ଗ୍ରା. (ଇତର) କ୍ରି — ଏକପାଖକୁ ପାଖେଇବା — To move to one side
  • ଗ୍ରା. (ଇତର) କ୍ରି — କଡ଼ବାଗରେ ଅଣେଇବା — To lean side ways
  • ଗ୍ରା. (ଇତର) କ୍ରି — ପାର୍ଶ୍ୱ ପରିବର୍ତ୍ତନ କରିବା — To turn to one side