କରେଟୁ Kareṭu

  • ସଂ. ବି (କୁ=କୁତ୍ସିତ+ରେଟ୍ ଧାତୁ=ଶବ୍ଦ କରିବା+ଉ; କିମ୍ବା କ=ଜଳ+ରେଟ୍ ଧାତୁ=ଶବ୍ଦ କରିବା+ଉ) — କରଟୁ; ଏକଜାତୀୟ ଜଳଚର ପକ୍ଷୀ; ଗେଣ୍ଡାଳିଆ ପକ୍ଷୀ — An aquatic openbill bird; Numidian crane