କରେଣୁ Kareṇu

  • ସଂ. ବି (କୃ ଧାତୁ=କରିବା+କର୍ତ୍ତୃ. ଏନୂ) — (ପୁଂ) ହସ୍ତୀ — Male elephant
  • ସଂ. ବି (କୃ ଧାତୁ=କରିବା+କର୍ତ୍ତୃ. ଏନୂ) — (ସ୍ତ୍ରୀ) ହସ୍ତିନୀ — Female elephant
  • ସଂ. ବି (କୃ ଧାତୁ=କରିବା+କର୍ତ୍ତୃ. ଏନୂ) — କନିଅର (ଗଛ) (ଦେଖ) — Kaniara (tree) (See)
  • ସଂ. ବି (କୃ ଧାତୁ=କରିବା+କର୍ତ୍ତୃ. ଏନୂ) — ଦୀନ; ଶୋକାର୍ତ୍ତ — Overcome with grief; afflicted; miserable