କରୁଣା Karuṇā

  • ସଂ. ବି. (କରୁଣ+ ସ୍ତ୍ରୀ. ଆ) — ଦୟା; କୃପା — Kindness; mercy
  • ସଂ. ବି. (କରୁଣ+ ସ୍ତ୍ରୀ. ଆ) — ଅନୁକମ୍ପା — Pity; tenderness; compassion
  • ଦେ. ବି — (ସଂ. କରୁଣ)—ଲେମ୍ବୁଜାତୀୟ ଶଲ୍ଲକୀ ବୃକ୍ଷ ଓ ତହିଁର ଅମ୍ଳଫଳ — Lemon; Citrus Medica-variety Linonum (tree and its fruit)
  • ଦେ. ବି — ଜମ୍ଭୀଳ କରୁଣା, ନାରଙ୍ଗ ଗୁଆ—ପ୍ରାଚୀ, ପ୍ରତାପ, ଶଶିସେଣା।
  • ଦେ. ବି — [ଦ୍ର—ଏ ଫଳର ରସ ଅମ୍ଳମଧୁର ଓ ଉଷ୍ନ; ବୈଦ୍ୟଶାସ୍ତ୍ର ଅନୁସାରେ ଏହା ବାତ, ଆମଦୋଷ ଓ ମେଦୋରୋଗନାଶକ, ଏହା ଅଗ୍ନି ଓ ପିତ୍ତବୃଦ୍ଧିକର—(ଦ୍ରବ୍ଯଗୁଣ କଳ୍ପଦ୍ରୁମ)। ଏ ଲେମ୍ବୁ ଅଣ୍ଡାକାର, ଭାରି ଖଟ୍ଟା ଓ ଏଥିର ଛାଲ ମୋଟା; ବଙ୍ଗଳାରେ ଏହାକୁ ଗୋଡ଼ା ଲେମ୍ବୁ କହନ୍ତି—(ଯୋଗେଶଚନ୍ଦ୍ର)। ଏହା ଲମ୍ବାଆଶିଆ ବଡ଼ ଲେମ୍ବୁ, ଏହାକୁ ପାହାଡ଼ୀ ଲେମ୍ବୁ କହନ୍ତି; ବୈଦ୍ଯକ ଅନୁସାରେ ଏହା କଫ ଓ ବାୟୁନାଶକ ଏବଂ ପିତ୍ତବର୍ଦ୍ଧକ—(ହି. ଶବ୍ଦସାଗର)।
  • ଦେ. ବି — ବାସନ୍ତୀପୁଷ୍ପବିଶେଷ — A kind of flower of the spring season
  • ଦେ. ବି — ବାରେହାଦାଢ଼ କରୁଣା କୋକନଦ କୁରୁବକ ମୁଚକୁନ୍ଦ—ପ୍ରାଚୀ, ରହସ୍ୟମଞ୍ଜରୀ।
  • ଦେ. ବି — କରୁଣାକର ଡାକ ନାମ — Name for calling a person named Karuṇākara
  • ଦେ. ବି — ଆରେ କରୁଣା! ନୂଆ ଦେଖି ପାସୋରିଲୁ ପୁରୁଣା—ଢଗ।