କରୁଣସ୍ୱର Karuṇaswara

  • ସଂ. ବି (କର୍ମଧା; କରୁଣ+ସ୍ୱର) — ଯେଉଁ ସ୍ୱରକୁ ଶୁଣିଲେ ଶୁଣିବା ଲୋକର ମନରେ ଦୟାର ଉଦ୍ରେକ ହୁଏ — Pathetic or plaintive tone
  • ସଂ. ବି (କର୍ମଧା; କରୁଣ+ସ୍ୱର) — କ୍ଳିଷ୍ଟବ୍ଯକ୍ତିର ସ୍ୱର — The plaintive cry of an afflicted person