କରୁଣାତ୍ମକ Karuṇātmaka

  • ସଂ. ବିଣ. (ବହୁବ୍ରୀହି; କରୁଣା+ ଆତ୍ମନ୍+କ) — କରୁଣ ରସ ଉଦ୍ରେକକାରୀ — Exciting pity
  • ସଂ. ବିଣ. (ବହୁବ୍ରୀହି; କରୁଣା+ ଆତ୍ମନ୍+କ) — ସଦୟ — Kind hearted; compassionate