କରିବା Karibā
- ଦେ. କ୍ରି. (ସଂ. କୃ. ଧାତୁ) — [ଏହା ସାଧାରଣତଃ ବିଶେଷ୍ୟ ବା ବିଶେଷଣ ପଦ ସଙ୍ଗେ ଯୁକ୍ତ ହୋଇ ସେହି ବିଶେଷ୍ୟ ବା ବିଶେଷଣବାଚକ କ୍ରିୟାରେ ପରିଣତ ହୁଏ।
- ଦେ. କ୍ରି. (ସଂ. କୃ. ଧାତୁ) — (ଯଥା—ଭୋଜନ କରିବା, ରୋଦନ କରିବା; ମୁକ୍ତ କରିବା; ଆନନ୍ଦିତ କରିବା।)
- ଦେ. କ୍ରି. (ସଂ. କୃ. ଧାତୁ) — କୌଣସି କ୍ରିୟାରେ ନିଯୁକ୍ତ ହେବା ବା ସଂପାଦନ କରିବା — 1. To do a work; to be engaged in an act
- ଦେ. କ୍ରି. (ସଂ. କୃ. ଧାତୁ) — ଗଢ଼ିବା; ନିର୍ମାଣ କରିବା; ସୃଷ୍ଟି କରିବା; ତୋଳାଇବା — To make; to build; to create; to manufacture
- ଦେ. କ୍ରି. (ସଂ. କୃ. ଧାତୁ) — (ଯଥା—ଦେଉଳ କରିବା; ପଲଙ୍କ କରିବା।)
- ଦେ. କ୍ରି. (ସଂ. କୃ. ଧାତୁ) — ମନରେ (ଦୁଃଖ; ଆନନ୍ଦ; ଅଭିମାନାଦି) ବୋଧକରିବା ବା ଭାବପୋଷଣ କରିବା — To entertain some feeling in the mind (e.g. pleasure grief) to feel
- ଦେ. କ୍ରି. (ସଂ. କୃ. ଧାତୁ) — (ରୋଗ; କ୍ଷୁଧା; ତୃଷା ଆଦି)— କୌଣସି ବ୍ଯକ୍ତିକୁ ଅଭିଭୂତ କରିବା; ଅନୁଭୁତ ହେବା — To be felt; to affect (a person)
- ଦେ. କ୍ରି. (ସଂ. କୃ. ଧାତୁ) — ଗରିଷ୍ଠ ଅରୁଚି କାହିଁକି କରୁଛି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଗ ଗୀତ ।
- ଦେ. କ୍ରି. (ସଂ. କୃ. ଧାତୁ) — ବୋଲି ବିଚାର କରିବା; ରୂପେ ବ୍ଯବହାର କରିବା — To think as; to treat as
- ଦେ. କ୍ରି. (ସଂ. କୃ. ଧାତୁ) — ଗୁରୁ ବଚନ ପ୍ରାୟ କରି ହୃଦେ ରଖିବ ବୃତେ ଧରି। ଭୂପତି. ପ୍ରେମପଞ୍ଚାମୃତ।
- ଦେ. କ୍ରି. (ସଂ. କୃ. ଧାତୁ) — ରାନ୍ଧିବା; (ଖାଦ୍ୟାଦି) ପ୍ରସ୍ତୁତ କରିବା — To cook; to prepare
- ଦେ. କ୍ରି. (ସଂ. କୃ. ଧାତୁ) — (ଯଥା—ସେ ମୋ ପାଇଁ ଭାତ କଲା, ସାତ ତିଅଣ ଆଠ ଭଜା କଲା, ମତେ ଖାଇବାକୁ ଡାକିଲା)