କରିର Karira

  • ସଂ. ବି. (କୃ=ବିକ୍ଷେପ କରିବା+ ସଂଜ୍ଞାର୍ଥେ. ଇରନ୍) — ବାଉଁଶ ଗଜା; କରଡ଼ୀ — Bamboo shoots or sprouts
  • ସଂ. ବି. (କୃ=ବିକ୍ଷେପ କରିବା+ ସଂଜ୍ଞାର୍ଥେ. ଇରନ୍) — କଣ୍ଟାଳିଆ ଗୁଳ୍ମବିଶେଷ; କଣ୍ଟେଇ କୋଳି — Name of tree; Capparis, Spinosa
  • ସଂ. ବି. (କୃ=ବିକ୍ଷେପ କରିବା+ ସଂଜ୍ଞାର୍ଥେ. ଇରନ୍) — ଘଟ — An earthen jar