କରିମଙ୍ଗ Karimaṇga

  • ଦେ. ବି. — ଡଙ୍ଗାର ପଛ ମଙ୍ଗ — The stern of a country boat
  • ଦେ. ବି. — [ଦ୍ର—ଏହି ମଙ୍ଗରେ ଠିଆ ହୋଇ ମାଝି ମଙ୍ଗଧରା ବା କାତ— ଦ୍ୱାରା ଡଙ୍ଗାକୁ 'କର' ବା ପାର୍ଶ୍ୱକୁ ବୁଲାଇ ପାରେ ବୋଲି ଏହି ନାମ ହୋଇଅଛି।]