କରିମର୍ଦ୍ଦ Karimardda
- ସଂ. ବି. (ଉପପଦ ସମାସ; କରିନ୍+ମୃଦ୍ ଧାତୁ=ଦଳିବା+ କତ୍ତୃ. ଅ; ଯେ ହସ୍ତୀକୁ ମର୍ଦ୍ଦନ କରେ) — ସିଂହ — Lion
- ସଂ. ବି. (ଉପପଦ ସମାସ; କରିନ୍+ମୃଦ୍ ଧାତୁ=ଦଳିବା+ କତ୍ତୃ. ଅ; ଯେ ହସ୍ତୀକୁ ମର୍ଦ୍ଦନ କରେ) — କରିମର୍ଦ୍ଦ ପ୍ରାୟେ କରି ଆମ୍ଭ କାୟେ କରିବ ସୁଖ ସଦନ, ହେ ମୋହନ। ଦୀନକୃଷ୍ଣ, ରସକଲ୍ଲୋଳ।