କରିପ Karipa

  • ସଂ. ବି. ପୁଂ. (କରିନ୍+ପା ଧାତୁ=ପାଳନ କରିବା+କର୍ତ୍ତୃ. ଅ) — ହସ୍ତୀପାଳକ; ହସ୍ତୀପକ; ମାହୁନ୍ତ — The keeper of an elephant; the mahoot